Browsing Category
Main Stories
ସାର ଅଭାବକୁ ନେଇ ବିଜେଡିର ବିକ୍ଷୋଭ
ଭୁୁବନେଶ୍ୱର : ରାଜ୍ୟରେ ସାରର ଅଭାବ ପ୍ରସଙ୍ଗକୁ ନେଇ ବୁଧବାର ଦିନ ବିଜୁ କୃଷକ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ!-->…
Read More...
Read More...
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୧,୯୬୫ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୧,୯୬୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୬୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ମୋଟ!-->…
Read More...
Read More...
ରାଜ୍ୟରେ ଗୋଟିଏ ଦିନରେ ୭୧୯ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୭୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ!-->!-->!-->…
Read More...
Read More...
ବ୍ରିଜ୍ ତଳେ ପଡିଥିବା ବ୍ୟାଗରୁ ଜୀବିତ ନବଜାତ ପୁତ୍ର ଉଦ୍ଧାର
ବଲାଙ୍ଗିର : ବଲାଙ୍ଗିର ରେଳଷ୍ଟେସନ ନିକଟ ବ୍ରିଜ୍ ତଳେ ପଡିଥିବା ଏକ ବ୍ୟାଗ୍ ଭିତରୁ ଜୀବିତ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଏହି ନବଜାତ ଶିଶୁପୁତ୍ରଟିକୁ ବ୍ୟାଗ୍!-->…
Read More...
Read More...
ଟିଟିଲାଗଡ଼ରେ ଧୁମଧାମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
ଟିଟିଲାଗଡ଼ : ସୋମବାର ଦିନ ପ୍ରଭୂ ଶ୍ରି କୃଷ୍ଣଙ୍କ ଜନ୍ମୋତ୍ସବ ଅତି ଧୁମଧାମରେ ପାଳନ କରାଯାଇଛି । ସହରର ଠିକାଦାର ପଡ଼ା, ରଘୁନାଥ ପଡ଼ାର ରାଧାକୃଷ୍ଣ ମନ୍ଦିରରେ ମନ୍ଦିର!-->…
Read More...
Read More...
ଟିଟିଲାଗଡ଼ରେ ମୁକ୍ତିଧାମ ଲୋକାର୍ପଣ ହେଲାପରେ ମଧ୍ୟ ଝୁଲୁଛି ତାଲା
-ଉପଜିଲ୍ଲାପାଳ କହିବା ପରେ ଖୋଲିଲା ତାଲା କିନ୍ତୁ ବିଳମ୍ବ ଯୋଗୁଁ ପଛପଟେ କଲେ ଅନ୍ତିମ ସଂସ୍କାର
ଟିଟିଲାଗଡ଼ : ରାଜ୍ୟ ସରକାର ଲୋକଙ୍କ ଜନହିତ ନିମନ୍ତେ ବିଭିନ୍ନ!-->!-->!-->…
Read More...
Read More...
ମକା ଫସଲରେ ପୋକ, ଚିନ୍ତାରେ ଚାଷୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ମକା ଫସଲରେ ବର୍ତ୍ତମାନ ବିଭିନ୍ନ ପୋକଙ୍କ ପ୍ରାଦୁର୍ଭାବ ଯୋଗୁଁ ମକା ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡିବାରେ ଲାଗିଛି । ଏ ନେଇ ମକା!-->…
Read More...
Read More...
ସୁପ୍ରିମ୍ କୋର୍ଟ ଇତିହାସରେ ପ୍ରଥମ : ଶପଥ ନେଲେ ୯ ବିଚାରପତି
ନୂଆଦିଲ୍ଲୀ : ଆଜି ସକାଳେ ଭାରତର ପ୍ରଧାନ ବିଚାରପତି ଏନ୍.ଭି.ରମନ୍ନା ୩ଜଣ ମହିଳା ବିଚାରପତିଙ୍କ ସମେତ ସୁପ୍ରିମ୍କୋର୍ଟର ୯ଜଣ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ।!-->…
Read More...
Read More...
ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା : ଜରୁରିକାଳୀନ ଫସଲ ଯୋଜନା ପ୍ରସ୍ତୁତ କର
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା!-->…
Read More...
Read More...
ତେଲ ଟ୍ୟାଙ୍କରରେ ଆନ୍ଧ୍ରରୁ ଓଡିଶା ଆସୁଥିଲା ଗଞ୍ଜେଇ, ଧରିଲା ଏନସିବି୮୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ସମ୍ବଲପୁର : ତେଲ ଟ୍ୟାଙ୍କର ନଂ (ଏନ୍ଏଲ୍-୦୨-ଏନ-୧୯୭୧)ରେ ଗଞ୍ଜେଇ ଚାଲାଣ ହେଉଥିଲାବେଳେ ସୋମବାର ସଂନ୍ଧ୍ୟାରେ ଏନସିବି (ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ) ହାତରେ ଧରା!-->…
Read More...
Read More...