Daily Archives

September 16, 2020

ଦକ୍ଷିଣ ଭାରତରେ ସକ୍ରିୟ ଅଛନ୍ତି ଆଇଏସ୍ ଆତଙ୍କୀ

ଦେଶର ଦକ୍ଷିଣ ରାଜ୍ୟରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଅଧିକ ସକ୍ରିୟ ଅଛନ୍ତି । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ,
Read More...

ଋଷିଆଠୁ ସ୍ପୁଟନିକ୍-ଭି ଭାକସିନର ୧୦୦ ମିଲିୟନ ଡୋଜ୍ ଆଣିବ ଭାରତ

ନୂଆଦିଲ୍ଲୀ : ଋଷିଆଠୁ ଭାରତ ଆଣିବ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍ର ୧୦୦ ମିଲିୟନ ଡୋଜ୍ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେ‡ି ଲ୍ୟାବ୍ ଏହି ଭାକସିନ୍ କିଣିବ
Read More...

୩୦ରେ ବାବ୍ରି ମସଜିଦ୍ ଭଙ୍ଗା କେସର ଶୁଣାଣି

କୋର୍ଟରେ ହାଜର ହେବାକୁ ଆଡଭାନୀ ଯୋଶୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍ ଲକ୍ଷେ୍ନø : ଅଯୋଧ୍ୟାରେ ୧୯୯୨ରେ ବିବାଦୀୟ ବାବ୍ରି ମସଜିଦ ଭଙ୍ଗା କେସରେ ୨୭ ବର୍ଷ
Read More...

102 ଆମ୍ବୁଲାନ୍ସ ଗାଡିରେ ହଠାତ୍ ନିଆଁ

ଚନ୍ଦ୍ରପୁରୁ : ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ସଦର ମହକୁମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା 102 ଆମ୍ବୁଲାନ୍ସ ଆଜି ସକାଳୁ ଏକ ରୋଗୀ ଆଣିବାପାଇ ଵାହାରିଥିଲା।
Read More...

ଜୟା ବଚ୍ଚନଙ୍କୁ କଙ୍ଗନାଙ୍କ ପ୍ରଶ୍ନ,କେଉଁ ଥାଳି ଦେଇଛି ବଲିଉଡ୍

ନୂଆଦିଲ୍ଲୀ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ସାଂସଦ ଜୟା ବଚ୍ଚନ ଦେଇଥିବା ବୟାନ ଚର୍ଚ୍ଚା ତଥା ବିବାଦୀୟ ପ୍ରସଙ୍ଗ ହୋଇଛି । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ
Read More...

ମାଲବାହୀ ଟ୍ରେନ୍ ଶିଖରପୁରରେ ଲାଇନ୍‌ଚ୍ୟୁତ

କଟକ ୧୬।୦୯: ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ଶିଖରପୁର ଲେବଲ୍‌ କ୍ରସିଂ ନିକଟରେ ମାଲବାହୀନ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ
Read More...

୫୦ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୯୦,୧୨୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ୫୦ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟାୟ ଲଗାତାର ବୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଆକ୍ରାନ୍ତ ସହ ସୁସ୍ଥ
Read More...

ଚମ୍ବଲ ନଦୀରେ ଓଲଟିଲା ଡଙ୍ଗା, ୬ଜଣ ମୃତ

ଜୟପୁର : ରାଜସ୍ଥାନରେ ନଦୀ ପାର କରୁଥିବାବେଳେ ଗୋଟିଏ ଡଙ୍ଗାରେ ଥିବା ୩୦ରୁ ଅଧିକ ଲୋକ ପାଣିରେ ବୁଡ଼ି ଯାଇଥିଲେ ଏମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ନଦୀରୁ ସୁରକ୍ଷିତ ବାହାର
Read More...