ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପାକିସ୍ତାନ ତା’ ପ୍ରକୃତି ବଦଳାଉ ନାହିଁ । ଆଜି ପୁଣିଥରେ ପାକିସ୍ତାନ ସେନା ସୀମା…

ସିରିଜ୍ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଝଟକା

୬୬ ରନରେ ହାରିଲା ସିଡନୀ: ଦୀର୍ଘ ୯ ମାସ କ୍ରିକେଟ୍ ମଇଦାନକୁ କମବ୍ୟାକ୍ କରିଥିବା ଟିମ୍ ଇଣ୍ଡିଆ ପରାଜୟରୁ ଅଭିଯାନ ଆରମ୍ଭ…

କଙ୍ଗନାଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

କ୍ଷତିପୂରଣ ଦେବ ବିଏମସି ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ପାଲିହିଲସ୍ଥିତ ତାଙ୍କ…

ସତ ଆଗରେ ଅଂହକାର ତିଷ୍ଠି ପାରିବନି : ରାହୁଲ୍

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ମମତାଙ୍କ ମନ୍ତ୍ରିମଣ୍ଡଳରୁ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି…

ଗୋଶାଳାର ଯତ୍ନ ନେବେ ଜେଲ୍ ଅନ୍ତେବାସୀ

ଲକ୍ଷେ୍ନø: ଜେଲ୍ ଅନ୍ତେବାସୀ ଏଣିକି ଗୋଶାଳା ବା ଗୁହାଳର ଯତ୍ନ ନେବେ । ୮ଟି ଜିଲ୍ଲାର ଜେଲ୍ ଅନ୍ତେବାସୀ ଗୋଶାଳର ଯତ୍ନ…

‘ଅପରାଧିକ ଆଇନର ଅପବ୍ୟବହାର ନହେବା ଦରକାର’

ନୂଆଦିଲ୍ଲୀ: ଦୁଇ ବର୍ଷ ତଳର ଅନଭୟ ନାୟକ ଆତ୍ମହତ୍ୟା ଘଟଣାରେ ୧୧ ନଭେମ୍ବରରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ବୋଚ୍ଚ କୋର୍ଟ ଜାମିନ୍ ପ୍ରଦାନ…

ବିିଧାନସଭା ଆଗରେ ଉତ୍ତେଜନା: ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ୍

ଭୁବନେଶ୍ୱର୨୭/୧୧: ଶୁକ୍ରବାର ପୁଣି ବିଧାନସଭା ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ୧୦ରୁ ୧୫ ଜଣ ଯୁବକ ବିଧାନସଭା ଭିତରକୁ ଧସେଇ…

ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ…

ରାଜ୍ୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୯୪ କରୋନା ସଂକ୍ରମିତ ଚିହ୍ନଟ…