Monthly Archives

January 2023

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତର୍ଜାତିକ ହକି ମହାସଂଘ ସଭାପତି

ଭୁବନେଶ୍ୱର, ୨୭ା୧(ଡିକେ ନ୍ୟୁଜ): ହକି ବିଶ୍ୱକପ ଅବସରରେ ଓଡ଼ିଶା ଆସିଥିବା ଆନ୍ତର୍ଜାତିକ ହକି ମହାସଂଘ ଏଫ୍‌ଆଇଏଚ୍‌ ସଭାପତି ତୟାବ ଇକ୍ରାମ ଆଜି ନବୀନ ନିବାସରେ…
Read More...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ, ସାଉଣ୍ଟିବେ ଆଧ୍ୟାତ୍ମିକ ଚେତନାର ଦିବ୍ୟ ଅନୁଭୂତି…

ଭୁବନେଶ୍ୱର, ୨୭୧(ଡିକେ ନ୍ୟୁଜ): ଆଜି "ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା\'ରେ ଭୁବନେଶ୍ୱରଠାରୁ ଆଲ୍ଲାବାଦ (ପ୍ରୟାଗରାଜ)- ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍…
Read More...

ବଢ଼ିଚାଲିଛି ଲୋକପ୍ରିୟତା, ପୁଣି ନବୀନ ନେତା ନମ୍ବର ୱାନ

ଭୁବନେଶ୍ୱର, ୨୭ା୧(ଡିକେ ନ୍ୟୁଜ): ପୁଣି ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ ଶୀର୍ଷରେ ନବୀନ ପଟ୍ଟନାୟକ । ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସେ ଲୋକପ୍ରିୟତାର…
Read More...

ଆଜି ତୀର୍ଥ ଯାତ୍ରା କରିବେ ୭ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ହେବ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ…
Read More...

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ…
Read More...

ଭାଙ୍ଗିବାରେ ଲାଗିଛି ପାକିସ୍ତାନର ଆର୍ଥିକ ମେରୁଦଣ୍ଡ

ପାକିସ୍ତାନରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଆର୍ଥିକ ସଙ୍କଟ । ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇବାରେ ଲାଗିଛି ।…
Read More...

ପୁରୁଷ ହକି ବିଶ୍ବକପରେ ଆଜି ସେମିଫାଇନାଲ

ନୂଆଦିଲ୍ଲୀ, 27 ଜାନୁଆରୀ : ଆଜି ପୁରୁଷ ହକି ବିଶ୍ୱକପରେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସେହିପରି ବେଲଜିୟମ ଓ ନେଦରଲ୍ୟାଣ୍ଡ…
Read More...

ଆଇରନ ମ୍ୟାନ୍‌ ହେବେ ଭାରତୀୟ ଯବାନ, ଜେଟ ପ୍ୟାକ ସୁଟ୍ ପିନ୍ଧି ଉଡିବେ ସୈନିକ

କେନ୍ୟୁଜ୍ : ହାଇଟେକ୍ ହେବ ଭାରତୀୟ ଅ ।ର୍ମି । ଅ ।କାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ ଭାର । ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା ।…
Read More...

ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାୟୀ ଉତ୍ପାଦକ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ମୂଲ୍ୟାଙ୍କନ ଅବଧି ଆର୍ôଥକ ବର୍ଷ୨୧-୨୨ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡ ପି ଡାଓ…
Read More...

ସ୍ପୋର୍ଟିଭ୍ ଲୁକ୍‌ରେ ନବୀନ

ଭୁବନେଶ୍ୱର, ୨୫ା୧(ଡିକେ ନ୍ୟୁଜ): ନୂଆ ଲୁକ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନବୀନ ନିବାସ ବଗିଚାରେ ପ୍ରାତଃଭ୍ରମଣ…
Read More...