Browsing Category

ସ୍ୱାସ୍ଥ୍ୟ

ଜଣଙ୍କଠୁ ୬ ଜଣଙ୍କୁ କରୋନା ଡେଇଁବା ପରେ ଗାଁ ସଟ୍ ଡାଉନ୍

ଭୁବନେଶ୍ବର ୨୩।୭: ଜଣଙ୍କଠୁ ୬ ଜଣଙ୍କୁ ଡେଇଁଲା କରୋନା । ଏଭଳି ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋ ଗାଁରେ ଦେଥିବାକୁ ମିଳିଛି । ଗାଁରେ ସଂକ୍ରମିତ
Read More...

କୋରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୯ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ, 23 ଜୁଲାଇ :  ମହାମାରୀ କରୋନା କାରଣରୁ ସମଗ୍ର ବିଶ୍ୱରେ ଏକ କୋଟି ୫୩ ଲକ୍ଷ ୬୪ ହଜାର ୨୫୯ ଜଣ ସଂକ୍ରମିତ ହୋଇସାରିଛନ୍ତି । ଗୁରୁବାର ସକାଳ ସାଢ଼େ ୬ଟା
Read More...

୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକାର ପ୍ରଥମ ବ୍ୟବହାର ଅ ।ଶା କରାଯାଇପାରିବ ନାହିଁ: “ହୁ’

ନୂଅ ।ଦିଲ୍ଲୀ: କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି । ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା
Read More...

ସୁସ୍ଥ ହେଲେ ୯୫ ପୁୁଲିସ୍‌ କର୍ମୀ: ପୁଲିସ୍‌  ମହାନିର୍ଦେଶକ ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ଶିକାର ହୋଇଥିବା ୯୫ ପୁଲିସ୍‌ କର୍ମଚାରୀ ସୁସ୍ଥ ହୋଇଛନ୍ତି।
Read More...

ପୁଣି ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ଓଡ଼ିଶାରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ
Read More...

ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା
Read More...

ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ : ୱେଣ୍ଡି ବାର୍କଲେ

ଲଣ୍ଡନ : ବ୍ରିଟେନର ଇମ୍ପେରିୟଲ କଲେଜ ଲଣ୍ଡନର ପ୍ରଫେସର ୱେଣ୍ଡି ବାର୍କଲେଙ୍କ କହିବାନୁସାରେ ନିଃଶ୍ୱାସ ଛାଡ଼ିବାର ୧ ଘଣ୍ଟା ପରେ କରୋନା ଭାଇରସ୍ ବାୟୁରେ ମହଜୁଦ୍ ରହିଥାଏ
Read More...