ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୧୦୭ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ

ବାଙ୍କୀ: ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ବାଙ୍କୀ ବ୍ଲକ କଦଳିବାଦୀ ପଞ୍ଚାୟତ ସେବାଶ୍ରମ ବିଦ୍ୟାଳୟ ଠାରେ ଆଜି ୬୦ଜଣଙ୍କ…

ଅବକାରୀ ବିଭାଗର ଧରଣର ଚଢ଼ାଉ,୧୪୦୦ଲିଟର ମଦ ପୋଚ ନଷ୍ଟ

ବାଙ୍କୀ: ଆଜି କଟକ ଜିଲ୍ଲା ଅବକାରୀ ଏସପି ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦେଶରେ ଆଜି ବାଙ୍କୀ ଅବକାରୀ ପକ୍ଷରୁ ବାଙ୍କୀର…

ଅସହାୟ ରୋଗୀକୁ ସାହାଯ୍ୟର ହାତ ବଢ଼େଇଲେ ନଳୀନ ରାୟ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଗୋବିନ୍ଦପୁର ଅଞ୍ଚଳ ଆଦିବାସୀ ସାହି ର ପ୍ରଦୀପ ନାୟକ(୫୫) ଦୀର୍ଘ ୨ମାସ ହେବ ଦେହ ,ଗୋଡ଼, ହାତ ଫୁଲି ଯାଇ ଛାତି ରେ ଯନ୍ତ୍ରଣା ଅନୁଭବ କରୁଥିଲେ।ଦାରିଦ୍ର୍ୟ ଅବସ୍ଥାରେ ଥିବାରୁ କରୋନା ଯୋଗୁଁ କାମ ଧନ୍ଦା ଅଭାବ ରୁ ଆର୍ଥକ ବାଧକ ହୋଇଥିବାରୁ ନିଜର ଚିକିତ୍ସା କରିନପାରି ଛାତି ଯନ୍ତ୍ରଣା ରେ ଛଟ ପଟ ହେଉଥିବା ଖବର ପାଇ ସମାଜସେବୀ ନଳୀନ ରାୟ ଶ୍ରୀ ନାୟକ ଙ୍କୁ ଦେଖିବାକୁ ଆସିଥିଲେ ନାୟକ ଙ୍କ ଅବସ୍ଥା ଶୋଚନୀୟ ଓ ସଙ୍ଗିନ ହୋଇଥିବାରୁ ତାଙ୍କୁ ଶ୍ରୀ ରାୟ ନିଜସ୍ୱ ଖର୍ଚ୍ଚ ରେ ଆମ୍ବୁଲାନ୍ସ ରେ କଟକ ଚିକିତ୍ସାଲୟଙ୍କୁ ନେଇ ଡାକ୍ତର ଙ୍କୁ ଦେଖିଥିଲେ ଡାକ୍ତର ଉକ୍ତ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଶ୍ରୀ ନାୟକ ଙ୍କ ଛାତି ରୁ ୫ଲିଟର ପାଣି ବାହାର କରିଥିଲେ।ଛାତି ରୁ ପାଣି ବାହାରିଲା ପରେ ଶ୍ରୀନାୟକ ସୁସ୍ଥ ଅବସ୍ଥାରେ କଟକ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି।ଶ୍ରୀ ରାୟ ସମସ୍ତ ଚିକିତ୍ସା ଖର୍ଚ୍ଚ ବୁଖିବା ସହ ଭଲହୋଇ ଗଲା ପରେ ତାଙ୍କୁ ନିଜ ଗ୍ରାମ ଗୋବିନ୍ଦପୁର ରେ ଛାଡିବେ ବୋଲି ପ୍ରକାଶ କରୁଛନ୍ତି।ଶ୍ରୀ ରାୟ ଙ୍କ ଏପରି ନିସ୍ୱାର୍ଥ ପୂର୍ଣ୍ଣ କାର୍ଯ୍ୟ କୁ ସମସ୍ତ ମହଲରେ ପ୍ରଶଂସା ମିଳୁଥିବା ପ୍ରକାଶ।

ପାକିସ୍ତାନରୁ ଖସି ଯାଇଥିବା ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ମିଳିଲା

ନୂଆଦିଲ୍ଲୀ, ୨୨ ।୧୨: ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିବା ବାଲୋଚ ସାମାଜିକ କର୍ମୀ…

ଶ୍ରୀନଗରରେ ବିଜେପିର ବାଜିମାତ୍

ଶ୍ରୀନଗର, ୨୨ ।୧୨ : ଜାମ୍ମୁ-କାଶ୍ଚୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ୮ଟି ପର୍ଯ୍ୟାୟରେ…

ଦେଶୀ ଟିକାର ଶେଷ ପରୀକ୍ଷାରେ ସାମିଲ ହେଲେ ୧୩ ହଜାର ଲୋକ

ହାଇଦ୍ରାବାଦ, ୨୨ ।୧୨: ସ୍ୱଦେଶୀ ଜ୍ଞାନକୌଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟିକା କୋଭାକ୍ସିନର ଫେଜ୍ ୩ ଟ୍ରାଏଲ ପାଇଁ…

ଶରଦ ପାୱାରଙ୍କ ପରାମର୍ଶ ନେଲେ ଦିଦି

କୋଲକାତା, ୨୨ ।୧୨: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେବାରେ…

ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ହିଁ ସବୁଠାରୁ ବଡ ମନ୍ତ୍ର: ମୋଦୀ

ଲକ୍ଷେ୍ନø,୨୨ ।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତ ବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଏହି…

ଦୁର୍ଘଟଣା, ୫ ଜଣ ଜୀବନ୍ତ ଦଗ୍ଧ

ଆଗ୍ରା, ୨୨ ।୧୨: ଆଗ୍ରାର ଯମୁନା ଏକ୍ସପ୍ରେସରେ ଛାତି ଥରାଇ ଦେବା ଭଳି ଦୁର୍ଘଟଣା ଘଟିଛି । ଗୋଟିଏ କଣ୍ଟେନର ଟ୍ରକ୍…

ଓଡିଶା-ଆନ୍ଧ୍ର ଜମି ବିବାଦ: ସମାଧାନ ପାଇଁ ଉଭୟ ରାଜସ୍ୱ ଅଧିକାରୀଙ୍କ ପ୍ରୟାସ ଆରମ୍ଭ

ପାରଳାଖେମୁଣ୍ଡି,୨୨ା୧୨:ଦୀର୍ଘ ବର୍ଷ ଧରି ଓଡିଶାର ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ସୀମାନ୍ତରେ ଥିବା ଚାଷ ଜମିର ମାଲିକାନା ନେଇ ବିବାଦ…