Browsing Category

ମନୋରଞ୍ଜନ

କର୍ଣ୍ଣ ଭୂମିକାରେ ନଜର ଆସିବେ ସାହିଦ

ମୁମ୍ବାଇ, ୧୨ା୧୦: "ରାମାୟଣ'ପୃଷ୍ଠଭୂମିରେ ନୀତେଶ ତିୱାରୀ ଏକଫିଲ୍ମ ନିର୍ମାଣ କରୁଥିବା କଥା ଅନେକଦିନରୁ ସାମାଜିକ ଗଣମାଧ୍ୟମରେଚର୍ଚ୍ଚା ହେଉଥିବା ବେଳେ ଏବେ"ମହାଭାରତ'…
Read More...

୮୧ ବର୍ଷରେ ପଦଥାପିଲେ ଅମିତାଭ

ମୁମ୍ବାଇ, ୧୧ା୧୦: ଅମିତାଭବଚ୍ଚନ ଏ ଶତାବ୍ଦୀର ମହାନାୟକ,ସେହେନଶା । ସେ ଯେଉଁଠି ଛିଡ଼ାହୁଅନ୍ତି ଲାଇନ୍ ସେଠୁ ଆରମ୍ଭ ହୁଏ ।କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବିତାଙ୍କ ପାଖରେ…
Read More...

ପୁଣି ଥରେ ନାଗା-ସାମନ୍ଥାଙ୍କ ପ୍ୟାଚ୍ଅପ

ଚେନ୍ନାଇ, ୯ା୧୦: ବିବାହ, ବିଚ୍ଛେଦ ଓ ରୋଗ ଯୋଗୁ କିଛି ଦିନ ହେବଲାଇମ୍ଲାଇଟରେ ଥିବା ସାଉଥ ସୁନ୍ଦରୀସାମନ୍ଥା ପୁଣି ଥରେ ଚର୍ଚ୍ଚାକୁ ·ଲି ଆସିଯାଇଛନ୍ତି । ଏଥର କାରଣ ଟିକେ…
Read More...

ଶାହାରୁଖ ଖାନ୍ଙ୍କୁ ହତ୍ୟା ଧମକ

ମୁମ୍ବାଇ, ୯ା୧୦:ବଲିଉଡ୍ ଚଳଚ୍ଚିତ୍ରଅଭିନେତା ଶାହାରୁଖ୍ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା"ୱାଇପ୍ଲସ୍' ବର୍ଗକୁ ବୃଦ୍ରିବା ପାଇଁ ସୋମବାରମହାରାଷ୍ଟ୍ର ସରକାରଆଦେଶ ଦେଇଛନ୍ତି…
Read More...

ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍

ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି…
Read More...

’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ…
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ସାଉଥ ଷ୍ଟାର ସର୍ବାନନ୍ଦ

ଚାଲିଛି ବିବାହ ଋତୁ । ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖବର ସର୍ବଦା ସାମ୍ନାକୁ ଆସୁଛି । ଏହି ପରି ଭାବେ ସାଉଥର ଜଣେ ସୁପରଷ୍ଟାରଙ୍କ ବିବାହ ସରିଛି । ତେଲୁଗୁ…
Read More...

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ରାମାୟଣର କାହାଣୀକୁ ବଡ଼…
Read More...

ରଜରେ ରାଜ୍‌ କରିବେ ଅନୁଭବ, ପରଦାକୁ ଆସିବ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ‘ଲଭ୍‌ ଇନ୍‌ ଲଣ୍ଡନ’

ଟକ : ରଜରେ ରାଜ୍‌ କରିବାକୁ ସଜବାଜ ହେଉଛନ୍ତି ଓଲିଉଡ ଅଭିନେତା ଅନୁଭବ । ହଁ, ରଜରେ ଅନୁଭବଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଲଭ୍‌ ଇନ୍‌ ଲଣ୍ଡନ' ପ୍ରେକ୍ଷାଳୟକୁ ଆସିବ ।…
Read More...