Browsing Category

ଦେଶ- ବିଦେଶ

ଚୀନର ଅଭିଯୋଗକୁ ଭାରତର ଖଣ୍ଡନ

ଏଲ୍ଏସି ଅତିିକ୍ରମ କରିନି ଭାରତୀୟ ସେନା ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍ଏସି)କୁ ଅତିକ୍ରମ କରି
Read More...

ହାଇପରସୋନିକ କ୍ଷେପଣାସ୍ତ୍ର କ୍ଲବରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଓଡିଶାର ବାଲେଶ୍ୱରର ହ୍ୱିଲର ଦ୍ୱୀପରୁ ହାଇପରସୋନିକ ଟେକ୍ନୋଲୋଜି ହ୍ିକିଲ୍ର ସଫଳ ପରୀକ୍ଷଣ କରିଛି ।
Read More...

ବାବର ଖାଲସାର ୨ କୁଖ୍ୟାତ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦିଲ୍ଲୀ ପୁଲିସ୍ର
Read More...

ଏଲ୍ଏସିରେ ୪୦୦ ପାକ୍ ଆତଙ୍କୀ ସକ୍ରିୟ

ନୂଆଦିଲ୍ଲୀ : ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି)ରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପାକିସ୍ତାନ ଜାମ୍ମୁ କାଶ୍ମୀରର ଭାରତୀୟ
Read More...

ନୂତନ ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ କମ ହେବା ଦରକାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ନୂତନ ଶିକ୍ଷା ନୀତି ଉପରେ ଅନୁଷ୍ଠିତ ରାଜ୍ୟପାଳଙ୍କ ସମ୍ମିଳନୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ
Read More...

କଙ୍ଗନାଙ୍କୁ ମିଳିବ “ୱାଇ’ ବର୍ଗର ସୁରକ୍ଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ "ୱାଇ' ବର୍ଗର ସୁରକ୍ଷା ମିଳିଛି । ସୂଚନାନୁସାରେ ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ "ୱାଇ' ଶ୍ରେଣୀ ସୁରକ୍ଷା
Read More...

ଯୁଦ୍ଧ ହେଲେ ଭାରତ ଜିତିବାର ସୁଯୋଗ ନାହିଁ: ଚୀନ

ବେଜିଂ : ଲଦାଖ ସୀମା ବିବାଦରେ ଚୀନ ନିଜର ଦୋମୁହାଁ ନୀତିରୁ ନିବୃତ ହେଉ ନାହିଁ । ଗୋଟିଏ ପଟେ ଚୀନ ସରକାର ଲୋକ ଦେଖାଣିଆ ଶାନ୍ତି ·ହୁଁଥିବା କହୁଥିବା ବେଳେ ଅନ୍ୟପଟେ
Read More...

୨୪ ଘଣ୍ଟାରେ ୮୬,୪୩୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ

୧,୦୮୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ନୂଆଦିଲ୍ଲୀ ୫ ।୯ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡସ୍ତର ଛୁଇଁଛି । ଶନିବାର ଦିନ
Read More...

ଋଷ ଭ୍ୟାକସିନର ହ୍ୟୁମାନ ଟ୍ରାଏଲ୍ ଦେଲା ଭଲ ରେଜଲ୍ଟ

ଋଷ, ୫ ।୯ : ଋଷ ଗତ ମାସରେ ସର୍ବପ୍ରଥମେ କରୋନା ଟିକା ଆଣିଥିବା ଦାବି କରିଥିଲା । ଏହି ରୁଷୀୟ ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ତଥା ଦୁନିଆର ତମାମ
Read More...

ଲକ୍ଡାଉନ୍ କିଛି ଫାଇଦା ଦେଇନି : ଚିଦାମ୍ବରମ୍

ନୂଆଦିଲ୍ଲୀ ୫ ।୯ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଶନିବାର ଦିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ
Read More...